Lyric of Hrudayara Dhadkan-Film:Hela Mote Prema Jara
M:to hrudayara dhadkan
mo hrudayare
subhuchi han subhuchi
to hrudayara dhadkan
mo hrudayare
subhuchi han subhuchi(2)
tu niswasa nele mun banchuchi-2-
tu niswasa na nele mun maruchi maruchi
to hrudayara dhadkan
mo hrudayare
subhuchi han subhuchi
M:tu buni heigalu
mo bata sara
mun saunti chi han sauntuchi tote dina rati
F:prema rutu arambhare mo mana sara
tu rahigalu han rahigalu afera atiti
M:tu jitei dele mun jituchi-2-
tu harei dele mun haaruchi haruchi
to..na..naaa..hai..na..naa
ତୋ ହୃଦୟର ଧଡ଼ କନ୍ ମୋ ହୃଦୟରେ ଶୁଭୁଚି ହଁ ଶୁଭୁଚି
ତୋ ହୃଦୟର ଧଡ଼ କନ୍ ମୋ ହୃଦୟରେ ଶୁଭୁଚି ହଁ ଶୁଭୁଚି -୨-
ତୁ ନିଃଶ୍ଵାସ ନେଲେ ମୁଁ ବଞ୍ଚୁଚି -୨-
ତୁ ନିଃଶ୍ଵାସ ନେଲେ ମୁଁ ମରୁଚି ମରୁଚି
ତୋ ହୃଦୟର ଧଡ଼ କନ୍ ମୋ ହୃଦୟରେ ଶୁଭୁଚି ହଁ ଶୁଭୁଚି
ତୁ ବୁଣି ହେଇଗଲୁ ମୋ ବାଟସାରା
ମୁଁ ସାଉଁଟୁଚି ହଁ ସାଉଁଟୁଚି ତୋତେ ଦିନସାରା
ପ୍ରେମଋତୁ ଆରମ୍ଭରେ ମୋ ମନସାରା
ତୁ ରହିଗଲୁ ହଁ ରହିଗଲୁ ଅଫେରା ଅତିତି
ତୁ ଜିତେଇ ଦେଲେ ମୁଁ ଜିତୁଚି -୨-
ତୁ ହରେଇଦେଲେ ମୁଁ ହାରୁଚି ହାରୁଚି
ତୋ ..ନା .ନା ..ନା ...ହେ ..ନା .ନା
Video Song-To Hrudayara Dhadkan
Latest Odia Movie Lyrics
0 Comments