Chipudi Delu Dil Ta Lyrics
Chipudi Delu Dil Ta Song-Sriman Surdas-Human SagarOdia Film Song of Babushan
Singer-Human Sagar
Lyricist-Nirmal Nayak
Music Director-Abhijeet Majumdaar
Starring-Babushan and Bhoomika
Sriman Surdas-Odia Film of Babushan |
Video song of CHIPUDI DELU DIL TA-SRIMAN SURDAS
Rangabati mora kanaka lataSweetu sweetu kahilu katha
Recharge heigala man tare man ta
Gelhu tu chipudi delu dil ta-2-
laje laje nai jauchi matha-2-
dei de re tora naam pata
tu mora nali pana queen ta re queen ta
delu tu chipudi delu dil ta
alo nabina bayasi baala
aau de nahin prema jwala
tote dekhi mora chhati tale
baje horn tare horn ta
Gelhu tu chipudi delu dil ta-2-
Arey labanga lata gaja mukuta-2
Chehera nua chidiya
Surely mote jadu karilu
laguchi mote bhari badhia
Han..soda botala kholile baby
sound hue jemiti
tori paain mana bhitare
houchi khali semiti-Alo chahata chikana chhori
tike lambei de love story
to sathe ghatiba romantic scene ta re scene ta
Gelhu tu chipudi delu dil ta-2-
Lyrics in Odia
ରଙ୍ଗବତୀ ମୋର କନକ ଲତାରଙ୍ଗବତୀ ମୋର କନକ ଲତା
ସୁଇଟି ସୁଇଟି କହିଲୁ କଥା
ରିଚାର୍ଜ ହେଇ ଗଲା ମନ୍ଟା ରେ ମନ୍ଟା
ଗେଲୁ ତୁ ଚିପୁଡ଼ି ଦେଲୁ ଦିଲ୍ ଟା
ଗେଲୁ ତୁ ଚିପୁଡ଼ି ଦେଲୁ ଦିଲ୍ ଟା ..
ଲାଜେ ଲାଜେ ନଇଁ ଯାଉଚି ମଥା ମଥା ..ମଥା
ଲାଜେ ଲାଜେ ନଇଁ ଯାଉଚି ମଥା
ଦେଇଦେରେ ତୋର ନାଁମ ପତା
ତୁମୋର ନାଲି ପାନ କୁଇନ୍ ଟାରେ ..କୁଇନ୍ ଟା
ଗେଲୁ ତୁ ଚିପୁଡ଼ି ଦେଲୁ ଦିଲ୍ ଟା
ଗେଲୁ ତୁ ଚିପୁଡ଼ି ଦେଲୁ ଦିଲ୍ ଟା ..
ଆଲୋ ନବୀନ ବୟସୀ ବାଳା ଆଉ ଦେନାହିଁ ପ୍ରେମଜ୍ୱାଳା
ତତେ ଦେଖି ମୋର ଛାତି ତଳେ ବାଜେ ହର୍ନଟାରେ ..ହର୍ନଟା
ଗେଲୁ ତୁ ଚିପୁଡ଼ି ଦେଲୁ ଦିଲ୍ ଟା
ଗେଲୁ ତୁ ଚିପୁଡ଼ି ଦେଲୁ ଦିଲ୍ ଟା ..
ଆରେ ଲବଙ୍ଗ ଲତା ଗଜମୁକୁତା
ଲବଙ୍ଗ ଲତା ଗଜମୁକୁତା ଚେହେରା ନୁଆଁ ଚିଡ଼ିଆ
ଚଗଲି ମୋତେ ଯାଦୁ କାଲୁତୁ ଲାଗୁଚୁ ଭାରି ବଢିଆ
ସୋଢା ବୋତଲ ଖୋଲିଲେ ବେବି ସାଉଣ୍ଡୁ ହୁଏ ଯେମିତି
ତୋରି ପାଇଁ ମନ ଭିତର ହୋଉଛି ଖାଲି ସେମିତି
ଆଲୋ ଚହଟ ଚିକଣ ଗୋରୀ ଟିକେ ଲବେଇଦେ ଲଭଷ୍ଟୋରୀ
ତୋ ସାଥେ ଘଟିବ ରୋମାଂଟିକ ସିନ୍ଟା ରେ ସିନ୍ଟା
ଗେଲୁ ତୁ ଚିପୁଡ଼ି ଦେଲୁ ଦିଲ୍ ଟା
ଗେଲୁ ତୁ ଚିପୁଡ଼ି ଦେଲୁ ଦିଲ୍ ଟା
Sriman Surdas-Songs and Video Trailer
0 Comments