Yajnaseni Book
Author of Yajnaseni Book-Dr.Pratibha Ray
Buy From Amazon directly-click on this amazon link
ଯାଜ୍ଞସେନୀ
ସୃଷ୍ଟି ପ୍ରକ୍ରିୟାରେ ଲେଖିକା
ପ୍ରେମ ଓ ବେଦନାର
ଅନନ୍ୟ ଚରିତ୍ର ଚିର କାଳର ଶ୍ରେଷ୍ଟ କୃତି ମହାଭାରତର ବିତ୍ତାଳର୍ଷକ ନ।ୟିକ। ଦ୍ରୌପଦୀଙ୍କୁ
ଆଧୁନିକ
ମାନବ ଜୀବନର ଜୀବନ ଆଦିରୂପ
‘ଯାଜ୍ଞସେନୀ’ରୂପେ ନବ ନିର୍ମାଣ କରିଛନ୍ତି ସମକାଳୀନ ଭାରତ ଭାରତ ସାହିତ୍ୟର ପ୍ରସିଦ ଔପନ୍ୟାସିକା,
ଜ୍ଞାନପୀଠ ପୁରସ୍କାର ଓ ପଦ୍ମଶ୍ରୀ ପ୍ରାପ୍ତ
ପ୍ରତିରା ରାୟ।ଜୀବନର
ସକଳ ଦୁଃଖ,
ଭୋଗ, ଆତ୍ମୋସ୍ୱର୍ଗ ଓ ବିବିଧ ଭୁଲ୍
ବୁଝାମଣାର ଶିକାର ହୋଇ ମଧ୍ୟ
ସେ ତାଙ୍କର ଅନ୍ତଃର୍ନିହିତ ଦ୍ୟୁତି ହର।ଇନାହାଚି। ମହାଭାରତର
ମହାନାୟିକାଙ୍କ ମନୋଜଗତକୁ ନିଜର
ଅନନ୍ୟ ଅଭିବ୍ୟକ୍ତିରେ ଅଧିକତର ବିସ୍ତୃତ ଓ ଗଭୀରତର ଭାବେ
ଅପୂର୍ବ ମାନବୀୟ ରୂପ ପ୍ରଦାନ
କରିଛନ୍ତି ପ୍ରତିଭା ,ଯାହା ସବୁ ବର୍ଗର
ପାଠକଙ୍କ ସାମୁହିକ ଅବଚେତନକୁ ଆଲୋକିତ କରେ l
ଏହି ଉପନ୍ୟାସର ରଚନାକାଳ ୧୯୮୩-୮୪।
ପ୍ରଜାଶ ପାଏ ୧୯୮୫ରେ।୧୯୮୮ରେ ହିନ୍ଦୀ ରୂପାଚର ପ୍ରକାଶିତ ହେବ। ପରେ
ଇଂରାଜୀ ଓ ଅନ୍ୟ ୨ଟି
ବିଦେଶୀ ଭାଷା ସହ
୧୯ଟି ଭାରତୀୟ ଭାଷାରେ ଅନୁଦିତ ହୋଇ ଭାରତର କୋଣେ
ଜୋଣେ ଅଭୂତପୂର୍ବ ପାଠକୀୟ ଆଦୃତି ଲାଭ କରେ। ଯୁବ
ସାହିତ୍ୟ ପୁରସ୍କାର ପାଇବା ବୟସରେ ଲେଖିକାଙ୍କୁ ଏହି
ଉପନ୍ୟାସ ପାଇଁ ୧୯୯୦ରେ ଶାରଳା
ପୁରସ୍କାର ଓ ୧୯ ୯
୧ରେ ମୂର୍ତ୍ତିଦେବୀ ପୁରସ୍କାର ପ୍ରଦାନ କରାଯାଏ।
Yajnaseni By Dr. Pratibha Ray -Odia Novelist
Watch this video-Why you should buy Yajnaseini Book of Pratibha Ray
The story of Draupadi from the epic of Mahabharata
Odia book cover photo
 |
Yajnaseni-Dr.Pratibha Ray |

English Novel-Yajnaseni
Cover Page
 |
English Novel-Yajnaseni |
0 Comments