Keonjhar-Witch-Hunt Victims' Memorial Inaugurated
Witch-Hunt Victims' Memorial Inaugurated in Keonjhar, Odisha
 |
Keonjhar, Odisha-Witch-Hunt Memorial |
ଡାହାଣୀ ସନ୍ଦେହରେ ହତ୍ୟା କରାଯାଇଥିବା ସମସ୍ତ ନିରୀହ ଲୋକଙ୍କ ସ୍ମୃତିରେ ପ୍ରତିମୂର୍ତ୍ତି ସ୍ଥାପନ
DGP Dr R.P. Sharma on Wednesday inaugurated a memorial dedicated to witch-hunt victims here in the presence of DIG Rourkela, DM and Keonjhar Collector and Keonjhar SP.
 |
Witch Hunt Victims Memorial in Keonjhar |
କେନ୍ଦୁଝର ଜିଲ୍ଳାରେ ଡାହାଣୀ ସନ୍ଦେହରେ ହତ୍ୟା ଘଟଣାକୁ ନେଇ ଜନ ସଚେତନତା ପାଇଁ ପୋଲିସ ବିଭାଗ ପକ୍ଷରୁ ବିଶେଷ ପଦକ୍ଷେପ ନିଆହୋଇଥିଲା । Keonjhar SP Office ପରିସରରେ ଡାହାଣୀ ସନ୍ଦେହରେ ହତ୍ୟା କରାଯାଇଥିବା ସମସ୍ତ ନିରୀହ ଲୋକଙ୍କ ସ୍ମୃତିରେ ଏକ ପ୍ରତିମୂର୍ତ୍ତି ନିର୍ମାଣ (Witch-Hunt Victims' Memorial
)କରାଯାଇଛି । Police DG Rajendra Prasad Sharma (ରାଜେନ୍ଦ୍ର ପ୍ରସାଦ ଶର୍ମା) ଯୋଗଦେଇ ଏହାକୁ inaugurate କରିଥିଲେ । ଏଥିରେ ମୃତ ମହିଳାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା।ଏହି ଅନ୍ଧବିଶ୍ୱାସ ରୋକିବା ପାଇଁ କଡ଼ାକଡ଼ି ଆଇନ ବ୍ୟବସ୍ଥା କରାଯିବା ସହ ସଚେତନତା ହେଉଥିଲେ ମଧ୍ୟ ଏହା ବନ୍ଦ ହେଉ ନ ଥିବାରୁ ଉଦ୍ବେଗ ପ୍ରକାଶ ପାଇଛି। ଏହି କାର୍ଯ୍ୟକ୍ରମରେ DIG Kabita Jalan , Keonjahr District Collector Ashish Thakrey , SP Jayanarayan Pankaj ପ୍ରମୁଖ ଉପସ୍ଥିତ ଥିଲେ।jhar, Odisha
Video on Witch-Hunt in Keon
Some Stories Around Witches-The Film explores the politics of witch hunting - how superstition, greed, ignorance, fear, insecurity and power work together to cause immense violence and suffering.
0 Comments