Nidhi Aja Tweet-ନିଧି ଅଜା (@nidhi_budha)
Odia Motivational Quote
Odia Quote by Nidhi Aja-Download or Shareନା ସମଲପୁରିଆ, ନା ବଲାଙ୍ଗିରିଆ— ନିଧି ଅଜା (@nidhi_budha) March 31, 2015
ନା ଯାଜପୁରିଆ, ନା ମୁଁ ଢେଙ୍କାନାଳିଆ
ବରହମପୁରିଆ ନୁହେଁ ମୁଁ, ନୁହେଁ କଟିକିଆ
ସାରା ଓଡ଼ିଶା ମୋରି ଘର
ମୁଁ ଅଟେ ଖାଣ୍ଟି ଓଡ଼ିଆ ।
0 Comments