Odia meaning of crush
Definition of crush in English/Odia
Crush meaning |
v.press so as to break
injure or wrinkle
reduce to powder by pressure-ଚାପ ଦେଇ ଚୂର୍ଣ କରିବା
ଶକ୍ତି ପ୍ରୟୋଗ କରି ବା ଚାପ ଦେଇ ଭାଙ୍ଗିବା
କ୍ଷତ କରିବା
କୁଞ୍ଚିତ କରିବା
crease or crumble -ଲୋଚା କୋଚା କରିବା
defeat or subdue completely-ସମ୍ପୂର୍ଣ ଭାବେ ପରାସ୍ତ ବା ବଶୀଭୂତ କରିବା ,ଦମନ କରିବା
noun: the act of crushing-ଦଳନ,ପେଷଣ
crowded mass of people-ଜନ ସମାଗମ
drink made from crushed fruit-ଫଳକୁ ଚିପୁଡ଼ି ତା ରସରେ ତିଆରି ପାନୀୟ
colloq. infatuation-ମୋହ ;ପ୍ରେମ ମତ୍ତତା
Synonyms of crush
compaction, crunch, calf love, infatuation, puppy love, jam, press, crushed leather, beat, beat out, shell, trounce, vanquish, break down, smash, squash, squeeze, squelch, smash, oppress, suppress
What is a synonym for having a crush on someone?
-fall in love with
-ଆଶକ୍ତି, ପ୍ରେମାଶକ୍ତି
infatuation,obsession,love,passion,passing fancy,pash,puppy love,calf love
Example-I have a crush upon you-ମୁଁ ତୁମ ପ୍ରେମରେ ପଡିଛି
Similar Word:
crushable a. able to be crushed easily ଚିପୁଡ଼ିବା ପାଇଁ ସହଜ ,ଚାପି ହୋଇ ଯାଉଥିବା
YOU MAY ALSO LIKE :
0 Comments